ଦହି ଆଳୁ ତରକାରୀ
ଦହି ଆଳୁ ତରକାରୀ eduodialifejkc.blogspot.com ସାମଗ୍ରୀ ଆଳୁ- 500 ଗ୍ରାମ ଦହି -150 ଗ୍ରାମ ପିଆଜ - 1 ଟି ଲଙ୍କା - 6 ଟି eduodialifejkc.blogspot.com ଅଦା - 1 ଖଣ୍ଡ ଶୁଖିଲା ଲଙ୍କା -2 ଟି ଗୋଲ ମରିଚ - 1 ଚାମଚ ଘିଅ -3 ଚାମଚ ଜିରା - 1 ଚାମଚ ଭୃସଙ୍ଗ ପତ୍ର -6 ଟି ରସୁଣ ବଟା -1 ଚାମଚ ହଳଦୀ ଗୁଣ୍ଡ - 1/2 ଚାମଚ ଲୁଣ ଓ ଧନିଆପତ୍ର ସ୍ୱାଦ ଅନୁସାରେ eduodialifejkc.blogspot.com ପ୍ରଣାଳୀ 1. ଆଳୁ ରୁ ଚୋପା ଛଡାଇ କାଟିକି ଶିଝେଇ ରଖନ୍ତୁ | 2. ଦାହିକୁ ଫେଣ୍ଟି ରଖନ୍ତୁ | eduodialifejkc.blogspot.com 3. ଅଦା,ଲଙ୍କ ଓ ପିଆଜକୁ କାଟି ରଖନ୍ତୁ | 4. ଶୁଖିଲା ଲଙ୍କା ଓ ଗୋଲ ମରିଚକୁ ଗୁଣ୍ଡ କରନ୍ତୁ | 5. କରେଇରେ ଅଳ୍ପ ଘିଅ ପକାଇ ସେଥିରେ ଜିରା ଓ ଭୃସଙ୍ଗ ପତ୍ର ପକାନ୍ତୁ | 6. ଏବେ ଆପଣ ପିଆଜ ,ଅଦା ଓ କଟା ଲଙ୍କା ପକେଇ ରଙ୍ଗ ହେଲା ପର୍ଯନ୍ତ ଭାଜନ୍ତୁ | 7. ଏଥର ରସୁଣ ବଟା ଓ ହଳଦୀ ପକେଇ 5-6 ମିନଟ ଭାଜନ୍ତୁ | 8. ସେଥିରେ ଆଳୁ ଓ ଦହି ପକେଇ 2 ମିନଟ ପାଇଁ ଗରମ କରନ୍ତୁ | 9. ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକେଇ ଗୋଳାନ୍ତୁ | 10. ବର୍ତ୍ତମାନ ଆପଣ ସେଥିରେ କିଛି ଧନିଆ ପତ୍ର ପକେଇ ପରସନ୍ତୁ | eduodialifejkc.