ଦହି ଆଳୁ ତରକାରୀ

ଦହି ଆଳୁ ତରକାରୀ

 eduodialifejkc.blogspot.com





 ସାମଗ୍ରୀ 


ଆଳୁ- 500 ଗ୍ରାମ

ଦହି -150 ଗ୍ରାମ 

ପିଆଜ - 1 ଟି 

ଲଙ୍କା - 6 ଟି                           

                               eduodialifejkc.blogspot.com

ଅଦା - 1 ଖଣ୍ଡ 

ଶୁଖିଲା ଲଙ୍କା -2 ଟି 

ଗୋଲ ମରିଚ - 1 ଚାମଚ 

ଘିଅ -3 ଚାମଚ 

ଜିରା - 1 ଚାମଚ 

ଭୃସଙ୍ଗ ପତ୍ର -6 ଟି 

ରସୁଣ ବଟା -1 ଚାମଚ 

ହଳଦୀ ଗୁଣ୍ଡ - 1/2 ଚାମଚ 

ଲୁଣ ଓ ଧନିଆପତ୍ର ସ୍ୱାଦ ଅନୁସାରେ 

                              eduodialifejkc.blogspot.com

ପ୍ରଣାଳୀ 

1. ଆଳୁ ରୁ ଚୋପା ଛଡାଇ କାଟିକି ଶିଝେଇ ରଖନ୍ତୁ |

2. ଦାହିକୁ ଫେଣ୍ଟି ରଖନ୍ତୁ |

                     eduodialifejkc.blogspot.com

3. ଅଦା,ଲଙ୍କ ଓ ପିଆଜକୁ କାଟି ରଖନ୍ତୁ |

4. ଶୁଖିଲା ଲଙ୍କା ଓ ଗୋଲ ମରିଚକୁ ଗୁଣ୍ଡ କରନ୍ତୁ |

5. କରେଇରେ ଅଳ୍ପ ଘିଅ ପକାଇ ସେଥିରେ ଜିରା ଓ ଭୃସଙ୍ଗ ପତ୍ର ପକାନ୍ତୁ | 

6. ଏବେ ଆପଣ ପିଆଜ ,ଅଦା  ଓ କଟା ଲଙ୍କା ପକେଇ ରଙ୍ଗ ହେଲା ପର୍ଯନ୍ତ ଭାଜନ୍ତୁ |

7. ଏଥର ରସୁଣ ବଟା ଓ ହଳଦୀ ପକେଇ 5-6 ମିନଟ ଭାଜନ୍ତୁ |

8. ସେଥିରେ ଆଳୁ ଓ ଦହି ପକେଇ 2 ମିନଟ ପାଇଁ ଗରମ କରନ୍ତୁ |

9. ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକେଇ ଗୋଳାନ୍ତୁ |

10. ବର୍ତ୍ତମାନ ଆପଣ ସେଥିରେ କିଛି ଧନିଆ ପତ୍ର ପକେଇ ପରସନ୍ତୁ |

 

                         eduodialifejkc.blogspot.com

 

Comments

Popular posts from this blog

ଲିଙ୍ଗରାଜ ମନ୍ଦିର ବିଷୟରେ ଧାରଣା (about lingaraj temple )

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?

BENEFITS OF PUDINA

BENEFITS OF TULSI

ମଟର ପଲୋଉ ବନେଇବାର ପ୍ରଣାଳୀ

ଗୋଟା ବାଇଗଣ ଭଜା

EDUODIA LIFE QUOTES

benefits of cloves (ଲବଙ୍ଗର ଉପକାର)

ଫୁଲକୋବି ଚିଲି ଭଜା କିପରି ବନେଇବେ?

ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?