BAHUDA JATRA
ବା ହୁ ଡା ଯା ତ ରା ବା - ବାଜୁଅଛି ସିନା କାହାଳି ଘଣ୍ଟ ହୁ - ହୁଲୁହୁଳି, ହରିବୋଲ ନିଅଣ୍ଟ || ଡା- ଡାକୁନି ଦୋକାନୀ ମେଲି ପସରା ଯା - ଯାହା ପରିବାର ପେଟ ଅପୁରା || ତ - ତତେ ଦେଖିବାକୁ ଭକତେ ମନା ରା - ରାଗ ଭୁଲି ଦୁରା ବିଶ୍ୱ ଯାତନା || EDUODIALIFE.BLOGSPOT.COM