BAHUDA JATRA
ବାହୁଡା ଯାତରା
ବା - ବାଜୁଅଛି ସିନା କାହାଳି ଘଣ୍ଟ
ହୁ - ହୁଲୁହୁଳି, ହରିବୋଲ ନିଅଣ୍ଟ ||
ଡା- ଡାକୁନି ଦୋକାନୀ ମେଲି ପସରା
ଯା- ଯାହା ପରିବାର ପେଟ ଅପୁରା ||
ତ - ତତେ ଦେଖିବାକୁ ଭକତେ ମନା
ରା- ରାଗ ଭୁଲି ଦୁରା ବିଶ୍ୱ ଯାତନା ||
EDUODIALIFE.BLOGSPOT.COM
Comments
Post a Comment