ଶିଶୁ ଦିବସ ଉପଲକ୍ଷେ କବିତା -2021
ଶିଶୁ ଦିବସ ଉପଲକ୍ଷେ କବିତା ଶିଶୁ ଦିବସ ଶିଶୁ ଦିବସ ପାଳନ କରିବା ଆସ, କେଡେ ମଜାଲାଗେ ଦେଖିବାକୁ ନିତି କୋଟିପିଲାଙ୍କର ହସ | eduodialifejkc.blogspot.com ପରସ୍ପର ସ୍ନେହ ସହଭାଗୀ ମନ ସଦା ତାଙ୍କଠାରେ ଥାଏ, ଯେତେ ରାଗ ରୁଷା ମନେ ଉଙ୍କିମାରେ କ୍ଷଣିକେ ଉଭେଇ ଯାଏ | ନେହେରୁଙ୍କ ପରି ଶିଶୁ ସ୍ନେହୀ ହୋଇ ...