ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?
ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?
1. ଏକ ପାତ୍ରରେ କିଛି ନଡ଼ିଆ ତେଲ ଓ ମହୁ ମିଶାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ |
eduodialifejkc.blogspot.com
2. ଏହି ପ୍ୟାକକୁ ବ୍ରସ ସାହାଯ୍ୟରେ କେଶ ମୂଳରେ ଲଗାନ୍ତୁ |
3. 30-40 ମିନଟ ପରେ କେଶକୁ ଶାମ୍ପୁ କରି ନିଅନ୍ତୁ |
eduodialifejkc.blogspot.com
4. ସପ୍ତାହରେ ଏହିଭଳି 2-3 ଥର କରିବା ଦ୍ୱାରା ରୁପି ସମସ୍ୟା ଦୂର ହେବ |
ପ୍ରଣାଳୀ -2
1. ପ୍ରଥମେ କିଛି ଘରେ ବ୍ୟବହାର କରୁଥିବା ବେସନ ନିଅନ୍ତୁ |
eduodialifejkc.blogspot.com
2. ବେସନକୁ ଗରମ ପାଣିରେ 2 ମିନଟ ପର୍ଯ୍ୟନ୍ତ ଗୋଳେଇ ରଖନ୍ତୁ |
3. ଗୋଳେଇ ରଖିଥିବା ବେସନକୁ କେଶରେ ଭଲ ଭାବରେ ଲଗାନ୍ତୁ | eduodialifejkc.blogspot.com
4. ବେସନକୁ ଲଗେଇସାରିବା ପରେ ଆପଣମାନେ ତାକୁ 20-30 ମିନଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ |
5. ତାପରେ ଭଲ ଭାବରେ କେଶକୁ ସାମ୍ପୁ କରି ନିଅନ୍ତୁ |
6. ଦେଖିବେ କେଶ ସମ୍ପୂର୍ଣ ରୁପି ମୁକ୍ତ ଏବଂ ଚମକଦାର ହୋଇଯିବ |
eduodialifejkc.blogspot.com
ଯଦି ଆପଣମାନଙ୍କୁ ଆମ ଲେଖା ଭଲ ଲାଗୁଥାଏ, ତାହେଲେ ଅନ୍ୟମାନଙ୍କୁ ପଠେଇବାକୁ ଭୁଲନ୍ତୁନାହିଁ |
eduodialifejkc.blogspot.com
What to do if you have too much dendroff in your head?
Method -1
1. Mix some coconut oil and honey in a bowl and mix well.
2. Apply this pack to the hair roots with the help of a brush.
eduodialifejkc.blogspot.com
3. Shampoo the hair after 30-40 minutes.
4. Doing this 2-3 times a week will eliminate the dendroff problem.
Method 2
1. First take some bason you are using in your homes.
eduodialifejkc.blogspot.com
2. boil the bason in hot water for 2 minutes.
3. Use the boiled bason into your hairs.
4. After applying the bason, leave it for 20-30 minutes.
eduodialifejkc.blogspot.com
Comments
Post a Comment