ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?
ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ସାଧାରଣତଃ ଅନ୍ୟଦିନ ଅପେକ୍ଷା ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ଆଦିକା ନେବାକୁ ପଡିଥାଏ |ବିଶେଷକରି ଆଜମା,ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ | ତେବେ ଏହି ଦିନେ ଆମେ କିପରି ଆମ ଦେହର ଯତ୍ନ ନେବା ଆସନ୍ତୁ ଜାଣିବା - ସାଧାରଣତଃ ଶୀତଦିନେ କମ ଶୋଷ ହୋଇଥାଏ | ତେଣୁ ଶରୀରରେ ଜଳର ଅଭାବ ଦେଖାଯାଏ | ତେଣୁ ଆମକୁ ପ୍ରତିଦିନ ପ୍ରାୟ 3-4 ଲିଟର ପାଣି ପିଇବା ଦରକାର | eduodialifejkc.blogspot.com A. ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ -ସି ,ଡି ଓ ଓମେଗା-3 ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ |ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଦୁରେଇ ରଖିଥାଏ | eduodialifejkc.blogspot.com B. ଥଣ୍ଡାରୁ ରକ୍ଷା ପାଇବାପାଇଁ ଘରେ ରୁମ ହିଟର ବ୍ୟବହାର କରନ୍ତୁ | C. ଏହି ଦିନେ ତଟକା ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ | D. ସକାଳେ ସୂର୍ଯ୍ୟୋଦୟ ପରେ ବ୍ୟାୟାମ କରିବାକୁ ଯାଆନ୍ତୁ | ଏହା ଦ୍ୱାରା ଶରୀ...
Comments
Post a Comment