ଫୁଲକୋବି ଚିଲି ଭଜା କିପରି ବନେଇବେ?

 ଫୁଲକୋବି ଚିଲି ଭଜା 



eduodialifejkc.blogspot.com



ସାମଗ୍ରୀ ଆବଶ୍ୟକ 

1.ସତେଜ ଫୁଲକୋବି-1/2 କିଗ୍ରା 




2. ଆରାରୁଟ ପାଉଡର - 4 ବଡ ଚାମଚ 


eduodialifejkc.blogspot.com


3. ତେଲ - 1/2 କିଗ୍ରା 






4. ଚିଲି ସସ - 2 ଚାମଚ 






5. ଟମାଟୋ ସସ - 2 ଚାମଚ





eduodialifejkc.blogspot.com



6. ସୋୟା ସସ - 1 ଚାମଚ
 





7. ଲଙ୍କା ଗୁଣ୍ଡ - 1 ଚାମଚ 





8. କଲର -  ଅଳ୍ପ ଟିକେ 






9. ହଳଦୀ ଗୁଣ୍ଡ - 1/2 ଚାମଚ







10. ଅଦା ପେଷ୍ଟ  - 1 ଚାମଚ  




eduodialifejkc.blogspot.com


11. ଲୁଣ ସ୍ୱାଦ ଅନୁସାରେ 





ପ୍ରଣାଳୀ 

1. କୋବିକୁ ଛୋଟ ଖଣ୍ଡରେ କାଟି ଭଲଭାବରେ ଧୋଇଦିଅନ୍ତୁ |





2. ଧୁଆ ହୋଇଥିବା କୋବିକୁ 10 ମିନଟ ପାଇଁ ଲୁଣ ପକାଇ ଶିଝେଇ ଦିଅନ୍ତୁ |





3. ତାପରେ  ପାନରେ  1/2 ଲିଟର ତେଲ ପକେଇ ପାନକୁ ଗରମ କରନ୍ତୁ |





4. ଫୁଲକୋବିରେ ନେଇଥିବା ଲୁଣ,ଲଙ୍କା ଗୁଣ୍ଡ ,ଆରାରୁଟ ପାଉଡର,ଟମାଟୋ ସସ,ଚିଲି ସସ,ସୋୟା ସସ ଏବଂ ଅଦା ପେଷ୍ଟ ସହ ମିସାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ |
eduodialifejkc.blogspot.com


5. ବର୍ତ୍ତମାନ ଗରମ ହୋଇଥିବା ପାନରେ ଗୋଳାହୋଇଥିବା ଫୁଲକୋବିକୁ ରେଡ କଲର ହେଲା ପର୍ଯ୍ୟନ୍ତ ଛାଣନ୍ତୁ |



6. ତାପରେ ଚିଲି ଓ ଟମାଟୋ ସସ ମିଶାଇ ପ୍ଲେଟରେ ଖାଇବାକୁ ଦିଅନ୍ତୁ |
-------------------------------------------------------------------------------------------------------------------------------------------ଫୁଲକୋବି ଚିଲି ଭଜା ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ ବକ୍ସରେ ଜଣାନ୍ତୁ |                

                                                         eduodialifejkc.blogspot.com

                                                          thank u


Comments

Popular posts from this blog

ଲିଙ୍ଗରାଜ ମନ୍ଦିର ବିଷୟରେ ଧାରଣା (about lingaraj temple )

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?

ମଟର ପଲୋଉ ବନେଇବାର ପ୍ରଣାଳୀ

ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?

ନାରୀ ପଣକିଆ

benefits of cloves (ଲବଙ୍ଗର ଉପକାର)

BENEFITS OF TULSI

ଦହି ଆଳୁ ତରକାରୀ

BENEFITS OF PUDINA