ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?

 ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ 

ସାଧାରଣତଃ ଅନ୍ୟଦିନ ଅପେକ୍ଷା  ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ଆଦିକା ନେବାକୁ ପଡିଥାଏ |ବିଶେଷକରି ଆଜମା,ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ | ତେବେ ଏହି ଦିନେ ଆମେ କିପରି ଆମ ଦେହର ଯତ୍ନ ନେବା ଆସନ୍ତୁ ଜାଣିବା -
ସାଧାରଣତଃ ଶୀତଦିନେ କମ ଶୋଷ ହୋଇଥାଏ | ତେଣୁ ଶରୀରରେ ଜଳର ଅଭାବ ଦେଖାଯାଏ | ତେଣୁ ଆମକୁ ପ୍ରତିଦିନ ପ୍ରାୟ 3-4 ଲିଟର ପାଣି ପିଇବା ଦରକାର |

                                                        eduodialifejkc.blogspot.com

A. ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ -ସି ,ଡି ଓ ଓମେଗା-3 ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ |ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଦୁରେଇ ରଖିଥାଏ |




 eduodialifejkc.blogspot.com

B. ଥଣ୍ଡାରୁ ରକ୍ଷା ପାଇବାପାଇଁ ଘରେ ରୁମ ହିଟର ବ୍ୟବହାର କରନ୍ତୁ |



C. ଏହି ଦିନେ ତଟକା ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ |

D. ସକାଳେ ସୂର୍ଯ୍ୟୋଦୟ ପରେ ବ୍ୟାୟାମ କରିବାକୁ ଯାଆନ୍ତୁ | ଏହା ଦ୍ୱାରା ଶରୀରକୁ ଭିଟାମିନ -ଡ଼ି ପ୍ରଚୁର ପରିମାଣରେ ମିଳିଥାଏ |

E. ହାର୍ଟରୋଗୀ ମାନେ ନିଜ ଗୋଡ ଓ ହାତକୁ ଉଷୁମ ରଖନ୍ତୁ | ଯାହାଦ୍ୱାରା ନିଜ ଶରୀରର ରକ୍ତ ସଂଚାଳନ ସୁଚାରୁ ରୂପେ
ହେଇପାରିବ |                      
 eduodialifejkc.blogspot.com    


F. ଶୀତଦିନେ ସକାଳୁ ଘର ବାହାରକୁ ବାହାରିବା ପୂର୍ବରୁ ଶରୀରକୁ ଗରମ ବସ୍ତ୍ର ଦ୍ୱାରା ଆବୃତ କରି ବାହାରନ୍ତୁ | ଯାହା ଫଳରେ ଶୀତର ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ  |      eduodialifejkc.blogspot.com



Comments

Popular posts from this blog

ଲିଙ୍ଗରାଜ ମନ୍ଦିର ବିଷୟରେ ଧାରଣା (about lingaraj temple )

BENEFITS OF PUDINA

BENEFITS OF TULSI

ମଟର ପଲୋଉ ବନେଇବାର ପ୍ରଣାଳୀ

ଗୋଟା ବାଇଗଣ ଭଜା

EDUODIA LIFE QUOTES

benefits of cloves (ଲବଙ୍ଗର ଉପକାର)

ଫୁଲକୋବି ଚିଲି ଭଜା କିପରି ବନେଇବେ?

ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?