ସ୍ମଶାନ ରହିଛି ଚାହିଁ
ଗର୍ବ ଅହଂକାର କାହିଁକି କରୁଛ
ମନୁଷ୍ୟ ଜନମ ପାଇଁ,
eduodialifejkc.blogspot.com
ମଲା ବେଳେ କିଏ କଅଣ ନଉଛି
ଦେଖୁନ ଥରୁଟେ ଯାଇ !
ମନୁଷ୍ୟ ଜନ୍ମରେ ଧର୍ମ କାର୍ଯ୍ୟ କରି ଅଧର୍ମକୁ ଯାଅ ଭୁଲି,
eduodialifejkc.blogspot.com
ଏ ଶରୀର ଦିନେ ମାଟିରେ ମିଶିବ ଆତ୍ମା ଛାଡ଼ିଯିବ ଚାଲି !
କେହି ରହି ନାହିଁ ରହିବେ ନାହିଁଟି
ଭବ ରଙ୍ଗ ଭୂମି ତଳେ,
eduodialifejkc.blogspot.com
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳ ବଳେ |
eduodialifejkc.blogspot.com
👉thank you👈
Comments
Post a Comment