ଏହି ଭାବନାକୁ ତୁମେ ଭୁଲିଯିବ ନାହିଁ Get link Facebook X Pinterest Email Other Apps March 13, 2022 ଏହି ଭାବନାକୁ ତୁମେ ଭୁଲିଯିବ ନାହିଁ ଯୌବନର ସାଥି ଅନେକ ହୋଇବେ, ବୃଦ୍ଧବସ୍ତାର ସାଥି ଖାଲି ଜୀବନ ସାଥି | ଯୌବନରେ ପ୍ରତିଶ୍ରୁତି ଅନେକ ଦେବେ, ପ୍ରତିଶୃତି ରକ୍ଷାକରେ ସେହି ଜୀବନ ସାଥି |ଶଯ୍ୟା ସଙ୍ଗିନୀ ଆଉ କେ ହୋଇପାରେ, ରୋଗୀର ସଙ୍ଗିନୀ ହୁଏ ଜୀବନସାଥୀ |ଶାରୀରିକ ଶାନ୍ତି କେହି ଦେଇପାରେ, ମାନସିକ ଶାନ୍ତି ଦିଏ ଜୀବନସାଥୀ |ପୁରୁଷ ନାରୀର ବଳ ହୋଇଥାଏ, ନାରୀ ପୁରୁଷର ଶକ୍ତି ତେଣୁ ଏ ଦୁନିଆ ବୋଲାଏ ତାଙ୍କୁ ତା ଜୀବନସାଥି |ଝଗଡା ହଉ କି ଅଭିମାନ ହଉ ଭୁଲିଯାଅ ତାକୁ ମନେ ରଖ ନାହିଁ |ଅଲଗା ନ ହୋଇ ଏକତ୍ରିତ ରୁହ ସମର୍ପଣ ହୋଇ ବାଟ ଚାଲୁଥାଅ | ଜୀବନସଥୀ ଠୁ ବଡି ସାଙ୍ଗ କେହି ନାହିଁ , ଏହି ଭାବନାକୁ ତୁମେ ଭୁଲି ଯିବ ନାହିଁ,ଏହି ଭାବନାକୁ ତୁମେ ଭୁଲିଯିବ ନାହିଁ | Get link Facebook X Pinterest Email Other Apps Comments
Comments
Post a Comment