AYURVEDIC TREATMENT FOR FEVER AND COMMON COLD

 ଜ୍ଵର ଭଲ ହେବାକୁ ହାତ ପାଖରେ ଔଷଧ 

                                                                eduodialifejkc.blogspot.com

1. ଦାସମୁଳିକୁ  ସିଝାଇକରି ପିମ୍ପଳି ଚୁର୍ଣ୍ଣ ସହ ମିଶାଇ ଖାଇଲେ ସନିପାତ ,ଜ୍ଵର ,କାଶ ,ଶ୍ୱାସ ,ଚନ୍ଦ୍ରା ,ପାର୍ଶ୍ବଶୂଳ ଏବଂ କଣ୍ଠ ହୃଦୟର ବ୍ୟଥା ଦୂର ହୁଏ |


2. ବାଡ଼ି ଅଁଳା ,ଶୁଣ୍ଠୀ ,ପାପଡା କ୍ୱାଥ କରି ଖାଇଲେ ଜ୍ୱର ଭଲ ହୁଏ |


3. ମ୍ୟାଲେରିଆ ଜ୍ୱର ପାଇଁ କୁଇନାଇନ ଚାଲିକୁ ଅଳ୍ପମାତ୍ର ରେ ଜ୍ୱର ନଥିବା ସମୟରେ ଖୁଆଇଲେ ଜ୍ୱର ଭଲ ହୁଏ |

                                 eduodialifejkc.blogspot.com


4. ମୂଥା ,ଗୁଳୁଚି ,ଅଁଳାକୁ ସିଝାଇ  ମହୁ ସହ ମିଶାଇ  ଖାଇଲେ ପାଳିଜ୍ୱର ଭଲ ହୁଏ |


5. ତୁଳସୀ ,ଅଦା ,ଗୋଲମରିଚ ,ସଂଧବ୍ୟ ଲବଣ କୁ ଅଳ୍ପ ମାତ୍ରରେ ଫୁଟେଇ   ଓ ସେଥିରେ  ଅଲ୍ପ ମହୁ ମିଶାଇ ଖାଇଲେ ଥଣ୍ଡା ଜ୍ୱର ଭଲ ହୁଏ |


6. ନିମ୍ବଛେଲି,ବଚ ,କୁଢ଼,ହରିଡ଼ା ,ଗୁଗଳ ,ସୋରିଷ ,ଯବଧନ ,ଘିଅକୁ ମିଶାଇ ଗୁଣ୍ଡକରି ତାର ଧୂଆଁକୁ  ରୋଗୀକୁ ଦେଲେ ପାଳି ଜ୍ୱର ଭଲ ହୁଏ |

7. ଅକାନବିନ୍ଧା ମୂଳ ,କଟୁକୀ ,ଅନନ୍ତମୂଳ ,ପୋଟଳ ପତ୍ର,ମୂଥାକୁ ମିଶାଇ ପିମ୍ପଲି ଗୁଣ୍ଡ ଓ ମହୁ ସହ ମିଶାଇ ଖାଇଲେ ପାଳି ଜ୍ୱର ଭଲ ହୁଏ |   

                                                           eduodialifejkc.blogspot.com

8. ତୁଳସୀ ଗଛରେ ହୋଇଥିବା କାଠମୁଠିଆ ପୋକକୁ  ତାର ବସା  ସହିତ ତମ୍ବା ଡେଉରିଆରେ ପୁରାଇ  ବାହୁରେ ବାନ୍ଧିଲେ ପାଳିଜ୍ୱର ଭଲ ହୁଏ |

                                                               eduodialifejkc.blogspot.com

Comments

Popular posts from this blog

ଲିଙ୍ଗରାଜ ମନ୍ଦିର ବିଷୟରେ ଧାରଣା (about lingaraj temple )

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?

BENEFITS OF PUDINA

BENEFITS OF TULSI

ମଟର ପଲୋଉ ବନେଇବାର ପ୍ରଣାଳୀ

EDUODIA LIFE QUOTES

ଫୁଲକୋବି ଚିଲି ଭଜା କିପରି ବନେଇବେ?

ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?

benefits of cloves (ଲବଙ୍ଗର ଉପକାର)

ନାରୀ ପଣକିଆ