ଜଗି ରଖି ଟିକେ ଚଳ
ଜଗି ରଖି ଟିକେ ଚଳ ସ୍ୱାର୍ଥରେ ପାଗଳ ଏ ସାରା ଦୁନିଆ ଜଗି ରଖି ପାଦ ଥୁଅ, ସ୍ୱାର୍ଥ ସରିଗଲେ ତଂଟି କାଟିନେବେ ମୁଖ| ପିନ୍ଧା ସବୁ ମୁଁହ || eduodialifejkc.blogspot.com ସ୍ନେହ ପ୍ରେମ ଏଠି ଛଳନା ର ନାମ ଭାବ ରଖ ଭାବି ଚିନ୍ତି, ଏ ହାତରେ ଦିଅ ସେ ହାତରେ ନିଅ ଏତ ଆଜିର ଦୁନିଆ ନୀତି || ଆଖି କଣ ସବୁ ଖୋଲା ରଖି ଚାଲ eduodialifejkc.blogspot.com ବଦଳି ଯାଇଛି କଲା, ସୁଯୋଗ ପାଇଲେ ତୁମ ନିଜ ଲୋକ ଉପ|ଡିବେ ଚେର ମୂଳ || କାହାକୁ ଭାବୁଛ ଅତି ଆପଣାର eduodialifejkc.blogspot.com କେହି ନୁଁହ ଆପଣାର ଅଣ୍ଟି ଛୁରୀ ଏଠି ତଂଟି କାଟିଦିଏ ଜଗି ରଖି ଟିକେ ଚଳ | eduodialifejkc.blogspot.com