ନାରୀ ପଣକିଆ

 ନାରୀ ପଣକିଆ 

ଦୁଇ କେ ଦୁଇ,               eduodialifejkc.blogspot.com

ମୋ ସ୍ତ୍ରୀ ପରି କେହି ନାହିଁ  |

ଦୁଇ ଦୁଗୁଣେ ଚାରି,

ସେ ବହୁତ ସୁନ୍ଦରୀ |


ଦୁଇ ତିରିକି ଛ..,

ଭଲ ଲାଗେନି ନଦେଖିଲେ ତା ମୁଁହ |

ଦୁଇ ଚଉକୁ ଆଠ,

ପଢାଏ ସେ  ପ୍ରେମ ପାଠ |

ଦୁଇ ପାଞ୍ଚ ଦଶ ,

କେତେ ସୁନ୍ଦର ତା ଘନକେଶ ||                                                    eduodialifejkc.blogspot.com

ଦୁଇ ସୋହକ ବାଆର,

ଲାଗେ ଅପସରି ସରଗର |

ଦୁଇ ସତା ଚଉଦ,

ରୋଷେଇ ତା ଭାରି ସୁଆଦ |

ଦୁଇ ଅଷ୍ଟା ଷୋହଳ,

ତା ବିନା ଘର ଗୁହାଳ |


ଦୁଇ ନୂଆ ଅଠର,

ତୁଳନା ନାହିଁ ତା ରୂପର |                  eduodialifejkc.blogspot.com

ଦୁଇ ଦଶା କୋଡିଏ,

ପ୍ରେମ ପକ୍ଷୀ ଆମେ ଯୋଡିଏ || 


                                                      eduodialifejkc.blogspot.com

Comments

Popular posts from this blog

ଲିଙ୍ଗରାଜ ମନ୍ଦିର ବିଷୟରେ ଧାରଣା (about lingaraj temple )

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?

BENEFITS OF PUDINA

BENEFITS OF TULSI

ମଟର ପଲୋଉ ବନେଇବାର ପ୍ରଣାଳୀ

ଗୋଟା ବାଇଗଣ ଭଜା

EDUODIA LIFE QUOTES

benefits of cloves (ଲବଙ୍ଗର ଉପକାର)

ଫୁଲକୋବି ଚିଲି ଭଜା କିପରି ବନେଇବେ?

ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?